Jump to content

ମହା ନିଦ୍ରା

ଉଇକିଅଭିଧାନ‌ରୁ

ମହା ନିଦ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ଚିର ନିଦ୍ରା; ମୃତ୍ୟୁ —Death; 'sleep that knows no waking'.

[ଦ୍ରଷ୍ଟବ୍ୟ —ସଂସ୍କୃତ ବ୍ୟାକରଣରେ ନିଦ୍ରା ଆଦ୍ରା ଶଦ୍ଦ ପୂର୍ବେ ମହା ଶଦ୍ଦ ପ୍ରୟୋଜିତ କରାଯାଏ ନାହିଁ ବୋଲି ଲେଖାଅଛି; କିନ୍ତୁ କବି ଓ ଗ୍ରନ୍ଥକାରମାନେ ଏହି ଅର୍ଥରେ ମହାନିଦ୍ରାର ପ୍ରୟୋଗ ବହୁଶଃ କରିଅଛନ୍ତି ]