ମହା ପାତକ
ଘୋର ପାତକ; ମହାପାପ — A great sin; a heinous sin.
[ଦ୍ରଷ୍ଟବ୍ୟ — ଶାସ୍ତ୍ର ମତରେ ୫ ଗୋଟି କର୍ମ ମହାପାତକ ଅଟେ ବ୍ରହ୍ମହତ୍ୟା, ସୁରାପାନ, ଗୁରୁପତ୍ନୀ ହରଣ, ସୁବର୍ଣ୍ଣ ଚୋରୀ ଏବଂ ଏହି ୪ କର୍ମ ଯେ କରନ୍ତି ତାଙ୍କ ସଙ୍କେ ସଂସର୍ଗ— ମନୁ ୧୧ ୫୫: ଓ ୯ ୨୩୫: ]