Jump to content

ମହା ପାତକୀ

ଉଇକିଅଭିଧାନ‌ରୁ

ମହା ପାତକୀ

ଉଚ୍ଚାରଣ

[ସମ୍ପାଦନା]
(ମହାପାତକୀନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହାପାତକ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ମହାପାପୀ; ଯେ ମହାପାତକ କରେ — ୧. Committing the ୫ great sins; a great sinner.
୨. ପତିତ (ବ୍ୟକ୍ତି) — ୨. Outcasted.