ମହା ପ୍ରସାଦ ଦ୍ରୋଦୀ
ଦେଖଣା
ମହା ପ୍ରସାଦ ଦ୍ରୋଦୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହା ପ୍ରସାଦ ଦ୍ରୋଦୀ
|
(ମହାପ୍ରସାଦ ଦ୍ରୋହିଣୀ—ସ୍ତ୍ରୀ)
[ମହାପ୍ରସାଦ ଦୋରେ, (ରି, ରୋ)ହା—ଦେଶଜରୂପ]
ସଂସ୍କୃତ - ବିଶେଷଣ - (ଆଧୁନିକ ପ୍ରୟୋଗ)
[ସମ୍ପାଦନା]ଯେଉଁ ବ୍ୟକ୍ତି ମହାପ୍ରସାଦ ଲଙ୍ଘନ କରେ — One who breaks a promise made, relationship started or betrothal perfor med through the medium of Mahāprasāda.