Jump to content

ମହା ପ୍ରସାଦ ନିର୍ବନ୍ଧ

ଉଇକିଅଭିଧାନ‌ରୁ

ମହା ପ୍ରସାଦ ନିର୍ବନ୍ଧ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବରକର୍ତ୍ତା ଓ କନ୍ୟାକର୍ତ୍ତାଙ୍କ ମଧ୍ୟରେ ମହାପ୍ରସାଦ ଦିଆ— ଦେଇ ହୋଇ ବିବାହସ ସମ୍ୱନ୍ଧେ ଯେଉଁ ସ୍ଥିର ଜବାବ ବା ବାଗ୍ଦାନ କରାଯାଏ —The ceremony of formal betrothal solemnized by the exchange of Mahāprasāda between the bride's and bridegroom's guardians.