ମହା ପ୍ରାଣ
ଦେଖଣା
ମହା ପ୍ରାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମହତ୍+ପ୍ରାଣ=ପ୍ରାଣ ବାୟୁ ଯାହାର; ବହୁବ୍ରୀହି)
[ସମ୍ପାଦନା]- ୧. (ବ୍ୟାକରଣ) ବର୍ଗର ୨ୟ ଓ ୪ର୍ଥ ବର୍ଣ୍ଣମାନ (ଖ, ଘ, ଛ, ଝ, ଠ, ତ, ଛ, ଧ, ଫ, ଭ) ଓ ଶ, ଷ, ସ, ଓ ହ — ୧. The ୨nd and ୪th letters of the ୫ Bargas of the consonants and the sibiliants of S and H; the aspirates among the consonants.,
[ଦ୍ରଷ୍ଟବ୍ୟ — ଯେଉଁ ବର୍ଣ୍ଣ— ମାନଙ୍କର ଉଚ୍ଚାରଣରେ ବେଶି ନିଶ୍ୱାସ ଦରକାର ହୁଏ ତାକୁ ମହାପ୍ରାଣ ବର୍ଣ୍ଣ ବୋଲାଯାଏ]
- ୨. ଉପର୍ଯ୍ୟୁକ୍ତ ବର୍ଣ୍ଣମାନଙ୍କ ଉଚ୍ଚାରଣରେ ବ୍ୟବହୃତ ଶ୍ୱାସ —୨. The herd breathing or aspirate sound made in the pronunciation of the aspirates (Apte).
- ୩. ଡ଼ାମରାକାଉ — ୩. The crow; rooks.
ବିଣ,ପୁଲିଙ୍ଗ -
[ସମ୍ପାଦନା]- ୧. ଅତି ଉଦାର ହୃଦୟଯୁକ୍ତ (ବ୍ୟକ୍ତି) —୧. High-minded.
- ୨. (ବ୍ୟାକରଣ) ଯେଉଁ ବର୍ଣ୍ଣମାନଙ୍କ ଉଚ୍ଚାରଣ ପାଇଁ ବେଶି ଶ୍ୱାସ ଦରକାର ହୁଏ —୨. (grammar) (latters) Requiring hard breathing or aspirate sound.