ମହା ବୈଦ୍ୟ
ନିକୃଷ୍ଟ ଚିକିତ୍ସକ —A quack doctor.
[ଦ୍ରଷ୍ଟବ୍ୟ —ମହତ୍ ତଳେ ଟୀକାଦେଖ; ବୈଦ୍ୟ ଶଦ୍ଦ ପୂର୍ବେ ମହତ୍ ଶବ୍ଦର ପ୍ରୟୋଗ ନିଷିଦ୍ଧ; ତଥାପି ସଂସ୍କୃତ ଲେଖକ ମାନଙ୍କଦ୍ୱାରା ନିକୃଷ୍ଟ ବୈଦ୍ୟ ଅର୍ଥରେ ଏ ଶବ୍ଦର ପ୍ରୟୋଗ ଦେଖାଯାଏ]