Jump to content

ମହା ବ୍ରାହ୍ମଣ

ଉଇକିଅଭିଧାନ‌ରୁ

ମହା ବ୍ରାହ୍ମଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(କର୍ମଧା; ବ୍ରାହ୍ମଣ ଶବ୍ଦ ପୂର୍ବେ ମହତ୍ ଶବ୍ଦ ନିକୃଷ୍ଟାର୍ଥ ବୋଧକ ମଦତ୍ ଶବ୍ଦ ତଳେ ଟୀକା ଦେଖ) ===

୧. ନିକୃଷ୍ଟ ବ୍ରାହ୍ମଣ —୧. A low or inferior Brāhmaṇa.
୨. ମସାଜଚ୍ୟୁତବ୍ରାହ୍ମଣ — ୨. A fallen Brāhmaṇa.
୩. ମଢ଼ିଆ ବ୍ରାହ୍ମଣ; ଶୁଦ୍ର ମାନଙ୍କ ଅନ୍ତ୍ୟେଷ୍ଟି କ୍ରିୟାର ପୌରୋହିତ୍ୟ
କରିବା ବ୍ରାହ୍ମଣ; ଅଗ୍ରଦାନୀ ବ୍ରାହ୍ମଣ —୩. A Brāhmaṇa who officiates at the funeral of Ṡudras.
୪. ଶ୍ରେଷ୍ଠ ବା ବିଦ୍ୱାନ ବ୍ରାହ୍ମଣ —୪. A great or learned Brāhmaṇa.