Jump to content

ମହା ବ୍ୟାଧି

ଉଇକିଅଭିଧାନ‌ରୁ

ମହା ବ୍ୟାଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମହତ୍+ବ୍ୟାଧି; କର୍ମଧା)

[ସମ୍ପାଦନା]
୧. ଦୁରାରୋଗ୍ୟ ପୀଡ଼ା —୧. Incurable disease.
୨. କୁଷ୍ଠରୋଗ —୨. Leprosy.
୩. ଏକ ପ୍ରକାର କୃଷ୍ଣ ବର୍ଣ୍ଣ କୁଷ୍ଠ ରୋଗ —A very bad kind of leprosy; black leprosy (Apte)