Jump to content

ମହା ଭରୀ

ଉଇକିଅଭିଧାନ‌ରୁ

ମହା ଭରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମହାଭରୀ ବଚା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ବଚ; ଘୋଡ଼ାବଚ — Curcuma Zedoaria; Curcuma Zerumbet (plant root); Zengiber Zerumbet (Kirtikar); Alpina Galanga; Zedoar (root).

ଦ୍ର—ଏହି ବଚ ଦୁଇ ପ୍ରକାର ଏକ ପ୍ରକାର ସୁଗନ୍ଧ ଓ ଅନ୍ୟପ୍ରକାର ଉଗ୍ରଗନ୍ଧା ଏହା ହରିଦ୍ରାଦି ବର୍ଗର ବୃକ୍ଷବିଶେଷର ମୂଳ; ତଟ୍ଟଗ୍ରାମ ଓ ପୂର୍ବ ହିମାଳୟରେ ଜନ୍ମେ ଏହା କଫନାଶକ, ସୁସ୍ୱର କାରକ, ରୁଚିକର ଓ ହୃଦୟ କଣ୍ଠ ଓ ମୁଖ ଶୋଧକ ମହାଭରୀ ବଚ ସ୍ଥୂଳଗ୍ରନ୍ଥି ବିଶିଷ୍ଟ ଓ ସୁଗନ୍ଧ ବଚ]