Jump to content

ମହା ଭାଗବତ

ଉଇକିଅଭିଧାନ‌ରୁ

ମହା ଭାଗବତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (କର୍ମଧା)

[ସମ୍ପାଦନା]
୧. ପରମ ବୈଷ୍ଣବ; ବିଷ୍ଣୁଙ୍କର ଶ୍ରେଷ୍ଠ ଭକ୍ତ —୧. A great devotee of Bishṇu.
୨. ଭାଗବତ ପୁରାଣ — ୨. The Bhāgabata Purāṇa.
୩. କେତେଜଣ ପ୍ରସିଦ୍ଧ ମହାଭକ୍ତ (ଯତା, ମନୁ, ସନକାଦି ସପ୍ତ ଋଷି, ନାରଦ, ଜଳକ, କପିଳ, ବ୍ରହ୍ମା, ବଳି, ଭୀଷ୍ମ, ପ୍ରହ୍ଲାଦ, ଶୁକଦେବ, ଧର୍ମଲାଜଓ ଶିବ—ହିନ୍ଦୀ - ଶ) —୩. Name of some great devotees of Bishṇu.