Jump to content

ମହା ମନାଃ

ଉଇକିଅଭିଧାନ‌ରୁ

ମହା ମନାଃ

ଉଚ୍ଚାରଣ

[ସମ୍ପାଦନା]

(ମହାମନସ୍କ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ମହତ୍+ମନସ୍ ଯାହାର; ୧ମା. ୧ବ)

[ସମ୍ପାଦନା]
୧. ମହାମତି; ଉଦାରଚେତାଃ; ମନସ୍ୱୀ — ୧. Noble-minded; mahgananimous.
୨. ଗର୍ବିତ — ୨. Proud; haughty (Apte).