Jump to content

ମହା ମହା ରୂପକ

ଉଇକିଅଭିଧାନ‌ରୁ

ମହା ମହା ରୂପକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କାବ୍ୟାଳଙ୍କାର ବିଶେଷ — A figure of speech.

[ଦ୍ରଷ୍ଟବ୍ୟ —ଯେତେବେଳେ ଗୋଟିଏ ବସ୍ତୁକୁ ଅନେକ ଗୁଡ଼ିଏ ବସ୍ତୁ ସଙ୍ଗେ ତୁଳନା କରା ସେତେବେଳେ ମହା ମହା ରୂପକ ହୁଏ ଉଦାହରଣ—ଘନ ରସଦାନୀ ପ୍ରେମ ସାଗରୀ ନାରୀ କଳାନିଧି ଶୁଚିପଦ ବର୍ଦ୍ଧନେ ଶର୍ବରୀ ପରମାନନ୍ଦ ସୁଖକୁ ଦେବରେତ ଶିରୀ କଞ ନେତ୍ର ରୋଚନକୁ ସତତ ଗଉରୀ ଅଭିମନ୍ୟୁ. ବିଦଗଧ ଚିନ୍ତାମଣି ]