Jump to content

ମହା ମାଂସ

ଉଇକିଅଭିଧାନ‌ରୁ

ମହା ମାଂସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (ମହତ୍ ତଳେ ଟୀକା ଦେଖ; ମହତ୍ ଶବ୍ଦ ମାଂସ ଶବ୍ଦ ସଙ୍ଗେ ବ୍ୟବହୃତ ହେବା ନିଷିଦ୍ଧ ଥିଲେ ହେଁ ଗ୍ରନ୍ଥାକାରମାନେ ଏହା ପ୍ରୟୋଗ କରିଥିବାର ଦେଖାଯାଏ)

[ସମ୍ପାଦନା]
୧. ନର ମାଂସ —୧. Human flesh.
୨. ଗୋ ମାଂସ (ହିନ୍ଦୀ - ଶ) —୨. Beef.