Jump to content

ମହା ମାତ୍ର

ଉଇକିଅଭିଧାନ‌ରୁ

ମହା ମାତ୍ର

ଉଚ୍ଚାରଣ

[ସମ୍ପାଦନା]
(ମହାମାତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହତ୍+ମାତ୍ରା= ହସ୍ତ୍ୟଶ୍ୱାଦି ବା ଧନ ଯାହାର ଅଛି; ବହୁବ୍ରୀହି)

[ସମ୍ପାଦନା]
୧. ରାଜ୍ୟର କର୍ତ୍ତା —୧. The head of a kingdom.
୨. ଧନୀ ସେନାପତି —୨. A rich general.
୩. ଶ୍ରେଷ୍ଠ ବ୍ୟକ୍ତି — ୩. An eminent person.
୪. ଆଚାର୍ଯ୍ୟ —୪. A preceptor.
୫. ସଚିବ — ୫. Minister.
୬. ଧନୀ ବ୍ୟକ୍ତି —୬. A rich per-son.
୭. ହସ୍ତିପକ; ହାତୀର ମାହୁନ୍ତ; ହସ୍ତି ରକ୍ଷକ — ୭. The driver or keeper of an elephant.
୮. ମହାମନ୍ତ୍ରୀ (ହିନ୍ଦୀ - ଶ) —୮. Prime minister (Apte).
୯. ହାତୀମାନଙ୍କ ତତ୍ତ୍ୱ ନେବା କର୍ମଚାରୀ (ହିନ୍ଦୀ - ଶ) — ୯. The supervisor of elephants;

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପ୍ରଧାନ (ହିନ୍ଦୀ - ଶ) —୧. Principal; chief.
୨. ସମୃଦ୍ଧ (ହିନ୍ଦୀ - ଶ.) —୨. Affluent.
୩. ଧନୀ (ହିନ୍ଦୀ - ଶ.) —୩. Rich.
୪. ବହୁପରିମିତ; ଖୁବ୍ ବଡ଼ — ୪. Very great or large.