Jump to content

ମହା ମାନୀ

ଉଇକିଅଭିଧାନ‌ରୁ

ମହା ମାନୀ

ଉଚ୍ଚାରଣ

[ସମ୍ପାଦନା]
(ମହା ମାନିନୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମହାମାନ୍+ଇନ୍; ୧ମା. ୧ବ)

[ସମ୍ପାଦନା]

ଅତ୍ୟନ୍ତସମ୍ମାନିତ — Highly respected.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅତି ଅଭିମାନୀ —Prone to take offence on slight cause.