Jump to content

ମହା ରୌରବ

ଉଇକିଅଭିଧାନ‌ରୁ

ମହା ରୌରବ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି—(ମହତ୍+ଗୁରୁ+ଜାତାର୍ଥେ. ଅ)

ନରକ— ବିଶେଷ; ମହାପାପୀମାନଙ୍କର ଯନ୍ତ୍ରଣା ଭୋଗ କରିବାର ସ୍ଥାନ; ନରକର ଅଂଶବିଶେଷ —A part of tje hell where sinners undergo great. tormentings.

[ଦ୍ରଷ୍ଟବ୍ୟ — ମନୁ ୪ ୮୮: ଠାରୁ ୯ରେ ୨୧:ଟି ନରକରେ ବର୍ଣ୍ଣନା ଅଛି, ଯଥା— ତାମିଶ୍ର, ଅନ୍ଧତାମିଶ୍ର, ମହାରୌରବ, ଭୌରବ, କାଳସୁତ, ମହାନରକ, ସଞ୍ଜୀବନ, ମହାନୀଚି, ତପନ, ସମ୍ପ୍ତତାପନ, ସଂଘାତ, ସକାକୋଳ କୁଡ଼ୁଳ, ପୁତିମୃତ୍ତିକ, ଲୋହଶଙ୍କୁ, ଋଜୀଷ, ପନ୍ଥାନ, ଶାଳ୍ମଳୀ, ନଗୀ , ଅସିପତ୍ର ବନ, ଲୋହଦାରକ ଯେଉଁ ଲୋଭୀ ଶାସ୍ତ୍ର ମାର୍ଗପରିତ୍ୟାଗୀ ବ୍ରାହ୍ମଣ ରାଜାଠାରୁ ଦାନ ନିଏ ସେ କ୍ରମାନୁୟରେ ଏହି ୨୧: ନପକରେ ପତିତ ହୁଏ—ମନୁ ୪ ୮୭: ]