Jump to content

ମହା ଲକ୍ଷ୍ମୀ

ଉଇକିଅଭିଧାନ‌ରୁ

ମହା ଲକ୍ଷ୍ମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ନାରାୟଣୀ; ଧନଦା ଦେବୀ; ଶ୍ରୀ — ୧. The Goddess of Wealth.
୨. ବିଭବ; ସଂପତ୍ତି —୨. Riches; prosperity.
୩. ଦୁର୍ଗାପୂଜାରେ ଦୁର୍ଗାରୂପେ କଳ୍ପିତା ଓ ପୂଜିତା ବାଳିକା —୩. A girl worshipped as Durgā during the Durgā pūjā (Apte).