Jump to content

ମହା ଶନି

ଉଇକିଅଭିଧାନ‌ରୁ

ମହା ଶନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ମହା+ଅଶନି)ଭୟଙ୍କର ବଜ୍ର — ୧. A great thunder.
୨. ରାମାୟଣୋକ୍ତ ଦୈତ୍ୟବିଶେଷ —୨. A Rākshasa decribed in the Rāmāyaṇa.

(ଉ— ବାତ ସୁତ ମୁଷ୍ଟି ମହାଶନି ହନୁ ସାନୁ ଚିରି ଭଞ୍ଜ ବୈଦୈହୀଶବିଳାସ)