Jump to content

ମହା ସର୍ବ ଯମକ

ଉଇକିଅଭିଧାନ‌ରୁ

ମହା ସର୍ବ ଯମକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶବ୍ଦାଳଙ୍କାରବିଶେଷ —A figure of speech.

[ଦ୍ରଷ୍ଟବ୍ୟ —ଏଥିରେ ପ୍ରତ୍ୟେକ ଚରଣର ପ୍ରତ୍ୟେକ ଅକ୍ଷର ସଙ୍ଗେ ଅନ୍ୟ ଚରଣର ପ୍ରତ୍ୟେକ ଅକ୍ଷର ସମାନ ଅଟେ; କିନ୍ତୁ ଚରଣମାନଙ୍କର ଅର୍ଥ ପୃଥକ୍]