Jump to content

ମହା ସୁଖ

ଉଇକିଅଭିଧାନ‌ରୁ

ମହା ସୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ଅତ୍ୟନ୍ତ ଆନନ୍ଦ; ମହା ଆନନ୍ଦ — ୧. Great pleasure or happiness; supreme felicity or bliss.
୨. (ବହୁବ୍ରୀହି) ରତି; ରମଣ —୨. Copulation.
୩. ବୁଦ୍ଧତ୍ୱ ପ୍ରାପ୍ତ ବ୍ୟକ୍ତି —୩. A Buddha (Apte).