ମହିଖୁଣ୍ଟ
ଦେଖଣା
ମହିଖୁଣ୍ଟ
ଉଚ୍ଚାରଣ
[ସମ୍ପାଦନା](ମହୀଖୁମ୍ୱ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ମେଧି)
[ସମ୍ପାଦନା]ପତୁଲି ବା ବେଙ୍ଗଳା ପକାଇବାବେଳେ ଯେଉଁ ଖୁଣ୍ଟ ଦେହରେ ଦଉଡ଼ି ବାନ୍ଧି ଯାହାର ଚାରିଆଡ଼େ ବଳଦମାନେ ଘୁରନ୍ତି; ମେରୀଖୁଣ୍ଟ —The central post around which bullocks revolve, while treading paddy- sheaves.