Jump to content

ମହିଗତ

ଉଇକିଅଭିଧାନ‌ରୁ

ମହିଗତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପୃଥିବୀରେ ପତିତ —୧. Fallen to the ground.
୨. ଭୂପୃଷ୍ଠରେ ଲଗ୍ନ — ୨. Attached to the ground.
୩. ଭୂମିରେ ଶାୟିତ — ୩. Lying on the ground.

[ଉ—ଦୁହେଁ ହେବା ସଙ୍ଗାତ, ମୁ ହେବି ମହୀଗତ ମହେନ୍ଦ୍ରବତରେ କବିସ୍ୱର୍ଯ୍ୟ. ସଙ୍ଗୀତ]