Jump to content

ମହିଜ

ଉଇକିଅଭିଧାନ‌ରୁ

ମହିଜ

ଉଚ୍ଚାରଣ

[ସମ୍ପାଦନା]
(ମହୀଜା—ସ୍ତ୍ରୀ) 

ସଂସ୍କୃତ - ବିଣ—(ମହୀ+ଜନ୍ ଧାତୁ+କର୍ତ୍ତୃ.ଅ)

[ସମ୍ପାଦନା]

ଭୂମିରୁ ଜାତ ବା ଉତ୍ପନ୍ନ —Produced or bron from the earth.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମଙ୍ଗଳଗ୍ରହ — ୧୪. The planet Mars.
୨. ନରକାସୁର — ୨. Name of a demon.
୩. ଆର୍ଦ୍ରକ; ଆଦା— (ହିନ୍ଦୀ - ଶ) —୩. Ginger.