Jump to content

ମହିତ

ଉଇକିଅଭିଧାନ‌ରୁ

ମହିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମହ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପୂଜିତ —୧. Worshipped.
୨. ସମ୍ମାନିତ —୨. Respected; honoured.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶିବଙ୍କ ତ୍ରିଶୂଳ —The trident of Siba.