Jump to content

ମହିନ୍ଦ୍ର ବାହାଦୁର

ଉଇକିଅଭିଧାନ‌ରୁ

ମହିନ୍ଦ୍ର ବାହାଦୁର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଆ ଗଡ଼ଜାତ ଢେଙ୍କାନାଳ ରାଜ ବଂଶର ଉପାଧି —A family title of the Ruling Chief of Dhenkānāl state.

[ଉ—ତ୍ରି ଲୋଚନେ ନାମ ଖ୍ୟାତ ଯେ; ରାଜ ମହିନ୍ଦ୍ର ବାହାଦୁର ସଂସାର ମଧ୍ୟେ ବିଦିତ ଯେ ବ୍ରଜନାଥ, ସମର ତରଙ୍ଗ]

[ଦ୍ରଷ୍ଟବ୍ୟ —ଏ ଉପାଧି ପୁରୀର ଗଜପତି ମହାରାଜା ଢେଙ୍କାନାଳର ରାଜା ତ୍ରିଲୋଚନ (୧୭୬୪— ୧୭୯୮: )ଙ୍କୁ ତାଙ୍କର ଶୌର୍ଯ୍ୟ ଓ ଗୁଣରେ ମୁଗ୍ଧ ହୋଇ ଦେଇଥିଲେ ସେହି କାଳରୁ ଢେଙ୍କାନାଳର ରାଜାମାନେ ବଂଶାନୁକ୍ରମେ ଏ ଉପାଧିରେ ଭୂଷିତ ହୋଇ ଆସୁଅଛନ୍ତି]