ମହିମଣ୍ଡନ
ଦେଖଣା
ମହିମଣ୍ଡନ
ଉଚ୍ଚାରଣ
[ସମ୍ପାଦନା](ମହିମଣ୍ଡନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ପୃଥିବୀର ଅଳଙ୍କାରସ୍ୱରୂପ; ଅତି ସୁନ୍ଦର — Who is an ernament or decoration to the earth; very graceful.
ମହିମଣ୍ଡନ
ଉଚ୍ଚାରଣ
[ସମ୍ପାଦନା](ମହୀମଣ୍ଡନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ବ୍ୟକ୍ତି ଆପଣାର ଅଙ୍ଗଶୋଭାଦ୍ୱାରା ପୃଥିବୀକୁ ବା ଭୂପୃଷ୍ଠକୁ ମଣ୍ଡିତ ବା ଶୋଭିତ କରେ —One who adorns the earth place with his beauty.