Jump to content

ମହିମା ଗୋସାଇଁ

ଉଇକିଅଭିଧାନ‌ରୁ

ମହିମା ଗୋସାଇଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମହିମା ଧର୍ମର ପ୍ରତିଷ୍ଠାତା ମହା— ପୁରୁଷ —The founder of the Mahima dharma.

[ଦ୍ରଷ୍ଟବ୍ୟ —ସେ ସ୍ୱୟଂ ଈଶ୍ୱର ପୁରୁଷ ଅଟନ୍ତି ଭାରତ ଭୂମିରେ ଧର୍ମର ଗ୍ଳାନି ଉପସ୍ଥିତ ହେବାରୁ ସିଦ୍ଧ ସାଧୁ ଭକ୍ତବୃନ୍ଦଙ୍କ ବନ୍ଦନୀୟ ଜଗଦ୍ଗୁରୁ ମହିମା ଗୋସାଇଁ ସ୍ୱଶକ୍ତି ବଳରେ ଅଯୋନିସମ୍ଭୁତ ହୋଇ ପ୍ରବୁଦ୍ଧ ଗୁରୁ ସ୍ୱରୁପେ ଅବତୀର୍ଣ୍ଣ ହୋଇ ବାୟୁ ଆହାର କରି ହିମାଳୟର କୈଳାସ ପର୍ବତ ଶିଖରରେ ବାୟୁ ସମ୍ୱତ୍ସର ଆତ୍ମ— ଯୋଗ ସମାଧିରେ କାକାତିପାତ କରି ଗୁପ୍ତଭାବେ ନାନା ଦେଶ ବିଦେଶ ଭ୍ରମଣପୂର୍ବକ ସତ୍ୟ ସନାତନ ମହିମା ଧର୍ମ ସ୍ଥାପନାର୍ଥେ ଉତ୍କଳ ପ୍ରଦେଶକୁ ବିରାଜମାନ ହେଲେ ସେ ସର୍ବ ପ୍ରଥମେ ଦିଲ୍ଲୀଶ୍ୱରାବ୍ଦ ୧୨୩୩:ରେ ପୁରୀଠାରେ ଲୋକଙ୍କ ନୟନଗୋଚର ହେଲେ ସେ ସମୟରେ ସେ ଧୂଳିରେ ଶୟନ ଓ ଉପବେଶନ କରୁଥିଲେ; ସାଧାରଣ ଜନସମାଜରେ ବିଶେଷ ବାକ୍ୟାଳପ କରୁ ନ ଥିଲେ; ଶରୀର ତାମ୍ର ବର୍ଣ୍ଣ ଓ ତେଜୋମୟ ଥିଲା କଟିରେ ଗୈରିକ ବସ୍ତ୍ରର କୌପୀନ, ମସ୍ତକରେ ଜଟାର ଭାର ଥିଲା ସେ ସମୟରେ ତାହାଙ୍କୁ