ମହିମିତା
ମହିମାଯୁକ୍ତ —Endowed with glory. or excellence.
[ଉ—ଏ ଉତ୍କଳ ମହୀ ମୁହେ ମହିମିତା ସ୍ୱଭାବ ସମ୍ପଦେ—ଚିନ୍ତାମଣି. ବିକ୍ରମାଦିତ୍ୟ]