ମହିରାବଣ
ଦେଖଣା
ମହିରାବଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହିରାବଣ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅସୁରବିଶେଷ —Name of demon.
[ଦ୍ରଷ୍ଟବ୍ୟ —ଏ ପାତଳରେ ବାସ କରୁଥିଲା ଲକ୍ଷ୍ମଣ ଇନ୍ଦ୍ରଜିତଙ୍କୁ ମାରିବା ପରେ ଏ ରାମ ଲକ୍ଷ୍ମଣଙ୍କୁ ଚୋରାଇ ନେଇ ପାତାଳରେ ରଖିଲା ପରେ ହନୁମାନ୍ ପାତାଳକୁ ଯାଉ ଏହାକୁ ବଧ କରି ରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କଲା ଏ ଚରିତ ବାଲ୍ମିକୀ ରାମାୟଣରେ ବା କୌଣସି ସଂସ୍କୃତ ପୁରାଣରେ ନାହିଁ
ବିଶ୍ୱନାଥ ବିଚିତ୍ର ରାମାୟଣ ମତରେ ଏ ଇନ୍ଦ୍ର୍ଜିତର ପୁତ୍ର (ଯଥା—ଇନ୍ଦ୍ରଜିତ ସୁତ ମହୀରାବଣ ବୀର, ପାତାଳ
ଭୂବନେ ଅଟେ ସେ ଦଣ୍ଡଧର) ଭଞ୍ଜ ବୈଦେହୀଶବିଳାସ ମତରେ ଏ ରାବଣର ପୁତ୍ର ଯଥା; (ଉ—ବ୍ୟକ୍ତ ମହୀରାବଣ ନାମର, ବାଞ୍ଚେ ମହିମ ବିଷ୍ଣୁ ଉପର) ହିନ୍ଦି ଶବ୍ଦସାଗରରେ ଏହାକୁ ରାବଣର ପୁତ୍ର ବୋଲି ଯାଇଅଛି]