ମହିଷ
ଦେଖଣା
ମହିଷ
ଉଚ୍ଚାରଣ
[ସମ୍ପାଦନା](ମିହିଷା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମହ୍ ଧାତୁ+କରଣ ବା କର୍ମ ଇକ୍ଷ)
[ସମ୍ପାଦନା]- ୧. ମଇଁଷି —୧. Buffalo.
[ଦ୍ରଷ୍ଟବ୍ୟ —ଏ ଯମଙ୍କର ବାହନ ଅଟେ]
- ୨. ମହିଷାସୁର; ଅସୁର ବିଶେଷ (ଏହାକୁ ଦୂର୍ଗା ବଧ କରିଥିଲେ) —୨. Name of a demon killed by Durgā.
- ୩. କ୍ଷତ୍ରିୟ ପିତା ଓ ତୀବରୀ ମାତାଠାରୁ ଉତ୍ପନ୍ନ କର୍ଣ୍ଣସଙ୍କର ଜାତି ବିଶେଷ (ହିନ୍ଦୀ - ଶ.) —୩. Name of a mixed caste amongst the Hindus.