Jump to content

ମହିଷୀ

ଉଇକିଅଭିଧାନ‌ରୁ
  • ସ୍ତ୍ରୀ ମହିଷ; ମାଈ ମଇଁଷି
  • କୃତାଭିଷେକା ରାଜ୍ଞୀ
  • ବ୍ୟଭଚାରିଣୀ ସ୍ତ୍ରୀ
  • ବ୍ୟଭିଚାରିଣୀ ସ୍ତ୍ରୀର ଉପାର୍ଜିତ ଧନ
  • ସୈରିନ୍ଧ୍ରୀ
  • ନିଜର ସ୍ତ୍ରୀର ବ୍ୟଭିଚାର ଲବଧ ଧନ
  • ରାଣୀମହିଷୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହିଷ+ଈ)

[ସମ୍ପାଦନା]
୧. ସ୍ତ୍ରୀ ମହିଷ; ମାଈ ମଇଁଷି — ୧. A she-buffalo.

[ଉ—ବିଶ୍ରାମଟି ସେହି— କାଳ ଜୀବନ ଯିବାର ମୂଳ ହେଲା ଅଶୁଭ ସ୍ୱପ୍ନ ମହିଷୀ ଯେ

ଭଞ୍ଜ. ବୈଦେହିଶବିଳାସ] 
୨. କୃତାଭିଷେକା ରାଜ୍ଞୀ —୨. The chief queen of a king; the queen consort.
୩. ବ୍ୟଭିଚାରିଣୀ ସ୍ତ୍ରୀ —୩. An adultress.
୪. ବ୍ୟଭିଚାରିଣୀ ସ୍ତ୍ରୀର ଉପାର୍ଜିତ ଧନ — ୪. Money earned by a woman by adultry.
୫. ସୈରିନ୍ଧ୍ରୀ —୫. A lady's maiod (ApteA).
୬. ନିଜର ସ୍ତ୍ରୀର ବ୍ୟଭିଚାର ଲବ୍ଧ ଧନ — ୬. Money earned by the prostitution of one's wife (Apte).
୬. ରାଣୀ —୭. A queen in general (Apte)