Jump to content

ମହିଷ ମତ୍ସ୍ୟ

ଉଇକିଅଭିଧାନ‌ରୁ

ମହିଷ ମତ୍ସ୍ୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୃଷ୍ଣବର୍ଣ୍ଣ ଶଳୁଯୁକ୍ତ ରୋହିମାଛ ଶ୍ରେଣୀୟ ବଡ଼ ମାଛ; କଳାବାଇଁସି ମାଛ —A kind of big fresh water fish with scales (of blackish colour); Labeo Calbasu.

[ଦ୍ରଷ୍ଟବ୍ୟ ୃ—ଏମାନେ ମଧୁର ପାଣିରେ ରହନ୍ତି ମୁହଁ ପାଖରେ ୨ଟା ବଡ଼ ଓ ୨ଟା ସାନ ନିଶ ଥାଏ]