ମହିଷ ମର୍ଦ୍ଦିନୀ
ଦେଖଣା
ମହିଷ ମର୍ଦ୍ଦିନୀ
ଉଚ୍ଚାରଣ
[ସମ୍ପାଦନା]ମହିଷ ଘାତିନୀ, ମହିଷଘ୍ନୀ, ମହିଷ ମଥନୀ, ମହିଷ ମର୍ଦ୍ଦନୀ, ମହିଷ ସୂଦନୀଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହିଷ+ମର୍ଦ୍ଦିନ୍+ସ୍ତ୍ରୀ ଇ)
[ସମ୍ପାଦନା]ମହିଷାସୁର ବିନାଶିନୀ ଦେବୀ; ଦଶଭୂଜା ଦୂର୍ଗା — Durgā who killed the demon Mahishāsura.
[ଦ୍ରଷ୍ଟବ୍ୟ — ଶରତ୍କାଳରେ ଦୂର୍ଗାଙ୍କୁ ଏହି ରୂପରେ ପୂଜା କରାଯାଏ, ମହିଷାସୁରବଧ ବିଷୟ ଚଣ୍ଡୀ ପୁରାଣର ୨ୟ ଓ ୩ୟ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି]