Jump to content

ମହୀଆଳ

ଉଇକିଅଭିଧାନ‌ରୁ

ମହୀଆଳ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ)ବି

[ସମ୍ପାଦନା]

ଭୂମି; ପୃଥିବୀ —Earth.

[ଉ—ସେ ପୁତ୍ର ପାଞ୍ଚରତ୍ନ ଘେନି କି ପାଞ୍ଚାଳୀ, ମଣ୍ଡିଲେ ନିତି ଇନ୍ଦ୍ର ପ୍ରସ୍ଥ ମହୀଆଳି କୃଷ୍ଣସିଂହ. ମହାଭାରତ ଆଦି]