ମହୀମଣ୍ଡନ
(ମହୀମଣ୍ଡନା—ସ୍ତ୍ରୀ)
ଯେଉଁ ବ୍ୟକ୍ତି ଆପଣାର ଅଙ୍ଗଶୋଭାଦ୍ୱାରା ପୃଥିବୀକୁ ବା ଭୂପୃଷ୍ଠକୁ ମଣ୍ଡିତ ବା ଶୋଭିତ କରେ —One who adorns the earth place with his beauty.