ମହୁଆ
ଦେଖଣା
ମହୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମହୁଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ମହୁପରି ମିଠା —sweet like honey.
ବିଶେଷ୍ୟ -
[ସମ୍ପାଦନା]- ୧. ମହୁଲ —୧. Bassaia Latifolia.
- ୨. ଗୋରୁଙ୍କର ଏକପ୍ରକାର ଚର୍ମରୋଗ — ୨. A kind of skin disease of cattle.
[ଦ୍ରଷ୍ଟବ୍ୟ —ଏ ରୋଗ ସାଧାରଣତଃ ଗୋରୁ ବା ମଇଁଷି ବାଛୁରୀଙ୍କୁ ଦେହରେ ମଳା ମଳା ହୋଇ ଦେଖାଯାଏ]