ମହୁରିଆ
ଦେଖଣା
ମହୁରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହୁରିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧୁର)
[ସମ୍ପାଦନା]- ୧. ଯେଉଁ ଲୋକ ମହୁରୀ ବଜାଏ — ୧. One who blows the clorion; a bugler.
- ୨. ପାଣଙ୍କ ପରି ନୀଚ ଦାତିବିଶେଷ — ୨. A low caste of pipers.
[ଦ୍ରଷ୍ଟବ୍ୟ —ଏମାନେ କେବଳ ମହୁରୀ ବଜାନ୍ତି; ଢୋଲ ବଜାନ୍ତି ନାହିଁ]