ମହୁର ବେଶର
ଦେଖଣା
ମହୁର ବେଶର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହୁର ବେଶର
|
ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)
[ସମ୍ପାଦନା]ମହୁର (ନାନାପ୍ରକାର ପରିବା ସଙ୍ଗେ ମାଛ ରନ୍ଧା ଯାଇଥିବା ତରକାରୀ) ଓ ବେଶର (ମାଛର ବେଶର ଓ ସାମାନ୍ୟ କେତେକ ପରିବା ମିଶାଯାଇ ରନ୍ଧା ଯାଇଥିବା ତରକାରୀ) — Curry made of vegetables mixed with fish and curry made of fish seasoned with pasted rye.