ମହୁଲ ମଦ
(ମହୁଲି—ଅନ୍ୟରୂପ)
ମହୁଲ ଫୁଲକୁ ପାଣିରେ ସଢାଇ ତାହାକୁ ସିଝାଇ ସେଥିରୁ ଅର୍କ ରୂପେ ବାହାରି କରାଯିବା ମଦ — Wine destilled from Mahwa flowers.