ମହୁସଞ୍ଚା
ଦେଖଣା
ମହୁସଞ୍ଚା
ଉଚ୍ଚାରଣ
[ସମ୍ପାଦନା][ମହୁଛ(ସ)—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ମଧୁସଞ୍ଚୟ)
[ସମ୍ପାଦନା]- ୧. ମଧୂମକ୍ଷିକା ପରି ଯେ ଧନ ସଞ୍ଚୟ କରେ —୧. Given to hoarding wealth like bees.
- ୨. କୃପଣ —୨. Very miserly.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମହୁମାଛି ପରି ଅଳ୍ପ ଅଳ୍ପ ପରିମାଣରେ ସଞ୍ଚୟ କରି କରି ବହୁ ଧନ ସଞ୍ଚୟ —Hoarding of money by saving little by little.