ମହୁ ଘରା
ମହୁ ଚକା, ମହୁଚାକ ମହୁ ଫେଣା, ମହୁବସାଅନ୍ୟରୂପ
ମହୁମାଛିଙ୍କଦ୍ୱାରା ପ୍ରସ୍ତୁତ ଚକ୍ରାକାର ବସା —Bee hive; honey-comb.
[ଉ—ବ୍ରାହ୍ମଣଙ୍କ ତୁଳରେ ଗନ୍ଧ ମାଦନରେ, ମହୁଫେଣାଟା ଦେଖିଲି ମୟନରେ କୃଷ୍ଣସିଂହ. ମହାଭାରତ. ଉଦଯୋଗ]