ମହୁ ମାରିବା
ଦେଖଣା
ମହୁ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମହୁ ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମହୁମାଛିମାନଙ୍କୁ ଫେଣାରୁ ବିତାଡ଼ିତ କରି ମଧୁଚକ୍ରରେ ମଧୂମକ୍ଷିକାଙ୍କ ସଞ୍ଚିତ ମଧୂକୁ ସଂଗ୍ରହ କରିବା —To gather honey from bee hives by scaring away the bees.
[ଦ୍ରଷ୍ଟବ୍ୟ —ଲୋକ ରାତିରେ ଧୁଆଁ ଆଦି ପ୍ରୟୋଗ କିର ମହୁଫେଣାରୁ ମହୁମାଛିମାନଙ୍କୁ ହୁରୁଡ଼ାଇ ଦୁଅନ୍ତି ଓ ଉକ୍ତ ଫେଣାକୁ ଭାଙ୍ଗି ଆଣି ତହିଁରେ ଥିବା ମହୁଘରାମାନଙ୍କରୁ ମହୁ ନିଗାଡ଼ି ନିଅନ୍ତି ଓ ମହୁଘରାର କାନ୍ଥରେ ଥିବା ବସ୍ତୁକୁ ମହଣ କହନ୍ତି]
ମହୁ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମହୁମାଛିମାନଙ୍କର ଫେଣା ଭାଙ୍ଗି ମହୁ ଆଣିବା