Jump to content

ମହେଶ

ଉଇକିଅଭିଧାନ‌ରୁ

ମହେଶ

ଉଚ୍ଚାରଣ

[ସମ୍ପାଦନା]

(ମହେଶାନ, ମହେଶ୍ୱର—ଅନ୍ୟରୂପ)

(ମହେଶୀ, ମହେଶ୍ୱର—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମହା+ଈଶ)

[ସମ୍ପାଦନା]

ଶିବ; ମହାଦେବ —Ṡiba.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ —A name given to males.