Jump to content

ମହୋତ୍ସବ

ଉଇକିଅଭିଧାନ‌ରୁ

ମହୋତ୍ସବ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମହାନ୍+ଉତ୍ସବ)

[ସମ୍ପାଦନା]
୧. ଅତ୍ୟନ୍ତ ଅନନ୍ଦଜନକ ବ୍ୟାପାର —୧. Festivity; festival.
୨. (ବହୁବ୍ରୀହି) କାମଦେବ —୨. Cupid (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୈଷ୍ଣବମାନଙ୍କର ଭୋଜୀ; ମଉଛବ —A feast of the B&aline;i̱shṇabas.