Jump to content

ମହୋତ୍ସାହ

ଉଇକିଅଭିଧାନ‌ରୁ

ମହୋତ୍ସାହ

ଉଚ୍ଚାରଣ

[ସମ୍ପାଦନା]
(ମହୋତ୍ସାହା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମହାନ୍+ଉତ୍ସାହ)

[ସମ୍ପାଦନା]
୧. ଅତିଶୟ ଉତ୍ସାହ —୧. Great exertion; vast encouragement.
୨. ଅଧ୍ୟବସାୟ — ୨. Perseverance.

===ବିଶେଷଣ - (ବହୁବ୍ରୀହି)

ଅତ୍ୟନ୍ତ ଉତ୍ସାହୀ; ବିଶେଷ ଉଦ୍ୟମଶୀଳ —Making great exertions.