ମହୋଦର
ଦେଖଣା
ମହୋଦର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ମହାନ+ଉଦର)
[ସମ୍ପାଦନା]ଯାହାର ପେଟ ବଡ଼ —ahving a big belly; big-bellied.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (କର୍ମଧା)—ବଡ଼ ବା ସ୍ଥୂଳ ପେଟ —୧. A big belly.
- ୨. (ବହୁବ୍ରୀହି) ଜଳୋଦରୀ ରୋଗ —୨. Dropsy (Apte).
ଦେଶଜ - ବି
[ସମ୍ପାଦନା]ଲଙ୍କାର ରାକ୍ଷାସବିଶେଷ —Name of a demon of Laṅkā.
(ଉ—ବଡ଼ ଦରଦାତା ମହୋଦର. ବାମେ ଟେକି ପାରଇ ମନ୍ଦର ଭଞ୍ଜ. ବୈଦେହୀଶ— ବିଳାସ)