Jump to content

ମହୋଦରୀ

ଉଇକିଅଭିଧାନ‌ରୁ

ମହୋଦରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହାନ୍+ଉଦର+ସ୍ତ୍ରୀ ଈ; ବହୁବ୍ରୀହି) (ସମସ୍ତ ବ୍ରାହ୍ମଣ୍ଡ ଏହାଙ୍କ ଗର୍ଭରେ ଥିବାରୁ)

[ସମ୍ପାଦନା]

ଭଗବତୀ; ଦୁର୍ଗା —୧. Goddess Durgā.

୨. ମହାଶତାବରୀ — ୨. A kind of asparagus.