Jump to content

ମହୋଦ୍ୟମ

ଉଇକିଅଭିଧାନ‌ରୁ

ମହୋଦ୍ୟମ

ଉଚ୍ଚାରଣ

[ସମ୍ପାଦନା]

(ମହୋଦୋଗ—ଅନ୍ୟରୂପ)

ମହୋଦ୍ୟାମା ମହୋଦ୍ଯୋଗାସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମହାନ୍+ଉଦ୍ୟମ)

[ସମ୍ପାଦନା]

ବିଶେଷ ଉଦ୍ୟମ — Great exertion.

ବିଶେଷଣ - ପୁଂ(ବହୁବ୍ରୀହି)

[ସମ୍ପାଦନା]

ବିଶେଷ ଉଦ୍ୟମଶୀଳ — Very energetic; persevering; exerting.