ମହୋଦୟ
ଦେଖଣା
ମହୋଦୟ
ଉଚ୍ଚାରଣ
[ସମ୍ପାଦନା](ମହୋଦୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ମହାନ୍ ହୋଇଅଛି ଉଦୟ= ଉନ୍ନତ ଯାହାର)
[ସମ୍ପାଦନା]- ୧. ଅତି ଉନ୍ନତ; ଅତି ସମୃଦ୍ଧ —୧. Great; very prosperous.
- ୨. ମହାନୁଭବ —୨. Noble.
- ୩. ଅତି ଭାଗ୍ୟବାନ୍ —୩. Very lucky.
ବିଶେଷ୍ୟ -
[ସମ୍ପାଦନା]- ୧. ମହାଶୟ ବ୍ୟକ୍ତି —୧. A great man.
- ୨. ପୂଜ୍ୟ ବ୍ୟକ୍ତି —୨. A respectable person.
- ୩. ସ୍ୱାମୀ; ପ୍ରଭୂ —୩. Lord; master.
[ଦ୍ରଷ୍ଟବ୍ୟ —ମାନ୍ୟ ବ୍ୟକ୍ତି— ମାନଙ୍କ ନାମ ପରେ ପତ୍ରାଦିରେ ଏ ଶବ୍ଦ ଯୁକ୍ତ ହୁଏ ଯଥା—ଶ୍ରୀଯୁକ୍ତ ଜଗନ୍ନାଥ ରଥ ଜ୍ୟୋତିଷରତ୍ନ ମହୋଦୟ ସମୀପେଷୁ]
- ୪. କାନ୍ୟକୁବ୍ଜ ଦେଶ —୪. Kannouj.
- ୫. (କର୍ମଧା) ମୁକ୍ତି; ମୋକ୍ଷ —୫. Salvation; beatitude; final emancipation of the soul.
- ୬. କର୍ତ୍ତତ୍ୱ —୬. Mastery.
- ୭. ସମୃଦ୍ଧି; ବଡ଼ତି —୭. Greatness; prosperity; great eleva-tion.
- ୮. ସୌଭାଗ୍ୟ —୮. Good luck (Apte).
- ୯. ମଧୂମିଶ୍ରିତ ଦଧି —୯. Sour milk mixed with honey (Apte).